Sunday, August 9, 2020
Tags Ganjam

Tag: ganjam

ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅତିଷ୍ଠ ହୋଇ ଘେରାଉ କଲେ ସାଉଥକୋ ଅଫିସ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୫/୦୮): ଗଞ୍ଜାମ ଜିଲ୍ଲା କୋଦଳା ସାଉଥକୋ ବିଭାଗର ଘନ ଘନ ବିଦ୍ୟୁତ କାଟ କରାଯାଇଥିବାରୁ ମଙ୍ଗଳବାର ଦିନ ଅଫିସ ଆଗରେ ଲୋକମାନେ ବିକ୍ଷୋଭ...

ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଧର୍ତ୍ତି ନଗର ଶାଖା ଉଦଘାଟିତ

ରିପୋର୍ଟ: ରାକେଶ ମହାରଣାବୁଗୁଡା (୪/୮): ଗୁଜରାଟର ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଧର୍ତ୍ତି ନଗର ଶାଖା କାର୍ଯ୍ୟାଳୟକୁ ଟ୍ରଷ୍ଟର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁ ଅଗଷ୍ଟ...

ବୁଗୁଡା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବର୍ଷାରେ ଭିଜୁଛି କୁଢ କୁଢ ଆବର୍ଜନା

ରିପୋର୍ଟ: ରାକେଶ ମହାରଣା //ବୁଗୁଡା (୦୩/୦୮): ବୁଗୁଡ଼ା ଏନ୍ଏସି ର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି। ଏଠି କରୋନା ନାମରେ ସମସ୍ତ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଥିବା ଭଳି ଅନୁଭବ...

ବେଗୁନିଆପଡା ବ୍ଲକର କୁନି ଝିଅ ହେଲେ ଡ୍ୟାନ୍ସ ଚାମ୍ପିଅନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୪/୦୮): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କୁନି ଝିଅ ପ୍ରତ୍ୟୁଷା ରାଣୀ ପଲେଇ ଅନଲାଇନରେ ଡ୍ୟାନ୍ସ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ପ୍ରଥମ...

ବର୍ଷା ଅଭାବ ସହ ମରୁଡି ପାଇଁ ଚାଷୀ ଚିନ୍ତାରେ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୩/୦୮): ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି, ମୌସୁମୀ ଉଭାନ। ବର୍ଷାର ଦେଖାନାହିଁ । ଫଳରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଓ କୋଦଳା...

ଶ୍ରବଣ ସେବା ଅନୁଷ୍ଠାନ ତରଫରୁ ଆୟୁଷ ଡାକ୍ତରଙ୍କ ବୃକ୍ଷରୋପଣ

ରିପୋର୍ଟ: ରାକେଶ ମହାରଣା //କୋଦଳା ୩୦/୦୭): ଶ୍ରବଣ ସେବା ଅନୁଷ୍ଠାନ ତରଫରୁ କୋଦଳାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ସମ୍ପ୍ରତି କରୋନା ମହାମାରି ନିଜର...

କୋଭିଡ ୧୯ ଗାଇଡ଼ ଲାଇନ ଉଲଙ୍ଘନ କରିବାରୁ ଗୋଦାମ ସୀଲ ,ବ୍ରହ୍ମପୁର

ରିପୋର୍ଟ :ପ୍ରଦୀପ କୁମାର ପାଣିଗ୍ରାହୀ //ବ୍ରହ୍ମପୁର( ୨୩/୦୭/୨୦୨୦): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି | ତଥାପି ମଧ୍ୟ କିଛି ଲୋକ କୋଭିଡ ୧୯ ର...

କାମଧନ୍ଦା ଛଡାଇନେଲା ‘କରୋନା’, କାମ ନାହିଁ ଅର୍ଥ ନାହିଁ କେମିତି ଚଳିବ ପରିବାର

ରିପୋର୍ଟ: ରାକେଶ ମହାରଣା //କୋଦଳା (୧୯/୦୭): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ପ୍ରଭାବ ସାରା ରାଜ୍ୟରେ ପଡିଛି l ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି...

କୋଦଳା ଏନଏସିରେ ଏକ ସପ୍ତାହ ଧରି ଲୋକେ ପିଉଛନ୍ତି ଗୋଳିଆ ପାଣି

ରିପୋର୍ଟ: ରାକେଶ ମହାରଣା //କୋଦଳା(୧୭/୦୭): କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା ବୃଦ୍ଧି ପାଉଥିବା ବେଳେ ଲୋକେ କିପରି ସ୍ବଚ୍ଛ ଓ ସୁସ୍ଥ ରହିବେ ସେ ନେଇ ସଚେତନତା...

କୋଦଳା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ଅଭିଯୋଗ

ରିପୋର୍ଟ: ରାକେଶ ମହାରଣା //କୋଦଳା(୧୩/୦୭): ଦିର୍ଘଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଥିବା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ଜନ ସାଧାରଣ।...

Most Read

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...