Related Contents

ଉଲଗ୍ନ ମହିଳାଙ୍କ ଶବ ଉଦ୍ଧାର ଘଟଣା-ଅଭିଯୁକ୍ତ ଗିରଫ

ମୁରୀବାହଲ (ଭଗବାନ ମହାନ୍ତି ): ଗତ ୯ତାରିଖ ଗୁରୁବାର ଗୁଳାମି ଜଙ୍ଗଲ ସାତଭଉଣୀ ଠାରେ ଜଣେ ମହିଳା ଗଛରେ ବନ୍ଧା ହୋଇ ଉଲଗ୍ନ ଶବ ଥିଲା | ଟିଟିଲାଗଡ଼ ପୋଲିସ ପର୍ଦ୍ଦାଫାଶ କରିଛି ସେ ଅଭିଯୁକ୍ତକୁ |

ମୁଖ୍ୟ ଅଭିଯୁକ୍ତ ଟିଟିଲାଗଡ଼ ପାଖ ଗାଁର ବାଗଡୋର ହରେଷ ବଗ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି | ମହିଳା ଜଣକ ମାଣ୍ଡେଲ ଗାଁର ଭାରତୀ ବିନ୍ଧାଣି ଓ ସେ ଜଣେ ବିଧବା ଥିଲେ | ସେମାନେ ସାଙ୍ଗରେ ଗୋଟିଏ ଭଡା ଘରେ ରହୁଥିଲେ | ଘଟଣା ଘଟିବା ତିନି ଦିନ ପୂର୍ବରୁ ସେ ୫ଟା ସମୟରେ ବାହାରକୁ ଯାଇଥିଲେ ଓ ଫେରି ନଥିଲେ | ପୋଲିସ ତଦନ୍ତକୁ ଆଉ ଜୋର କରିଛି ଯେ ଆଉ କିଏ କିଏ ମଧ୍ୟ ସମ୍ପୃକ୍ତ ଥାଇ ପାରନ୍ତି ବୋଲି |

Comments are closed.