Related Contents

ଶିଶୁ ଜନ୍ମ ର ୩ଦିନ ଭିତରେ ଉଭୟ ମା ଓ ଶିଶୁ ମୃତ-ସ୍ୱାସ୍ଥ୍ୟ ସେବା ଉପରେ ଅଭିଯୋଗ

ଉମରକୋଟ (ତ୍ରିନାଥ ଧରୁଆ ): ଝରୀଗାଁ ବ୍ଲକର ସିଉନା ଗୁଡ଼ା ଗ୍ରାମର ୩ ଦିନର ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ l

ଗତକାଲି ମାଁ ଡାଳିମ୍ବ ଭତରା ଶିଶୁ ଜନ୍ମ କଲା ୨ଦିନ ପରେ ମୃତ୍ୟୁ ହୋଇଥିବା ବେଳେ ଆଜି ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାଯାଇଛି l ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ଜନ୍ମ ହେଲାପରେ ଘରକୁ ଆସି ଉଭୟ ମାଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା | ଏଣୁ ସାଧାରଣ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅପାରଗତା ଓ ସଠିକ ସ୍ୱାସ୍ଥ୍ୟ ପରୀକ୍ଷା ନ କରି ଘରକୁ ଯିବାକୁ ଦେବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ କରୁଛନ୍ତି |

Comments are closed.