Related Contents

ରିଲିଜ ହେଲା ବଲିଉଡର ଅପକମିଂ ମୁଭି ହେଲିକେପ୍ଟର ଇଲା

ଓଡିଶା ନ୍ୟୁଜ୨୪ ବ୍ୟୁରୋ ମୁମ୍ବାଇ : ରିଲିଜ ହେଲା ବଲିଉଡର ଅପକମିଂ ମୁଭି ହେଲିକେପ୍ଟର ଇଲାର ଟ୍ରେଲର । ଏଥିରେ କାଜଲଙ୍କର ଏକ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ।

କାଜୋଲଙ୍କର ଜନ୍ମଦିନକୁ ଖାସ ବନେଇବା ପାଇଁ ଅଜୟ ଦେବଗନ ଭେଟି ଦେଇଛନ୍ତି ଏହି ଫିଲ୍ମର ଟ୍ରେଲର । ଟ୍ରେଲର ଟି ଜନ୍ମଦିନ ସେଲିବ୍ରେଶନ କରିବା ପରେ ଲଂଚ କରାଯାଇଛି । ଏହାକୁ ମିଳିତ ଭାବରେ ଅଜୟ ଦେବଗନ ଓ ଧବନ ଜୟନ୍ତିଲାଲ ଗଡ୍ଡା ପ୍ରଯୋଜନା ଦେଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର । ୭ ସେପ୍ଟେମ୍ବରରେ ଏହା ପରଦାକୁ ଆସିବ ।ଜଣେ ମାଁ ଚରିତ୍ରରେ କାଜୋଲଙ୍କୁ ଏଥର ଦେଖିବାକୁ ପାଇବେ ଦର୍ଶକ ।ଆନନ୍ଦ ଗାନ୍ଧୀଙ୍କର ଗୁଜୁରାତି ପ୍ଲେ ପୁଅ କଗାଡୋ ଉପରେ ଆଧାରିତ ।ଏହି ଫିଲ୍ମ ଏକ ସିଂଗଲ ମଦର ଯାହାର ନା ରହିଛି ଇଲା ଚରିତ୍ରକୁ ନେଇ ହେଇଛି । ରିଲିଜ ହୋଇଥିବା ଫିଲ୍ମ ର ଟ୍ରେଲର ରେ କାଜୋଲ ନିଜ ପୁଅ ସହିତ ଏକୁଟିଆ ସାରା ଲାଇଫ ବଂଚୁଥିବା ଦେଖିବାକୁ ମିଳିଛି ।

Comments are closed.