Related Contents

୮ଟି ଜିଲ୍ଲାରେ ହୋଇପାରେ ଘୂର୍ଣ୍ଣିଝଡ଼; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ମୋହିତ ତ୍ରିପାଠୀ ): ଆଜି ଘୂର୍ଣ୍ଣିଝଡ଼ ସହ ବର୍ଷା ହେବ ଓ ଘଡ଼ଘଡ଼ି ମାରିବ।

ଏନେଇ ୮ଟି ଜିଲ୍ଲାକୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।ଏହି ଜିଲ୍ଲାଗୁଡ଼ିକ ହେଲେ କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ନୟାଗଡ଼।

Comments are closed.