Related Contents

ବରଗଡ଼ ମହିଳା ମହାବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ବଣ୍ଟନ

ବରଗଡ଼ (ସୂର୍ଯ୍ୟ ମିଶ୍ର): ବରଗଡ଼ ଗତକାଲି ବରଗଡ଼ ମହିଳା ମହାବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା l ଏସିସି ସିମେଣ୍ଟ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା | ଏଥିରେ ବହୁ ଛାତ୍ରୀ ଉପକୃତ ହୋଇଥିଲେ l

Comments are closed.