ରାଣୀ ପେଣ୍ଠ ପଞ୍ଚାୟତ ର ବିଭିନ୍ନ ବୁଥ ଦେଖିଲେ ଅତିରିକ୍ତ ଜିଲ୍ଲାପାଳ

0
162

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୯/୧୧) : ଗତକାଲି ଗଜପତି ଅତିରିକ୍ତ ଜିଲ୍ଲାପାଳ ରାଣୀ ପେଣ୍ଠ ପଞ୍ଚାୟତ ର ବିଭିନ୍ନ ବୁଥ ବୁଲି ଉପସ୍ଥିତ ଥିବା ବି ଏଲ ଓ ମାନଙ୍କ ସହ ଆଲୋଚନା କରିଛନ୍ତି ।

ସରକାର ଙ୍କ ନିର୍ଦ୍ଦେଶ ମୁତାବକ ନୂଆ ଭୋଟର ଯୋଡିବା କାର୍ଯ୍ୟ କେତେ ଦୂର କାର୍ଯ୍ୟକାରୀ ହେଉଛି ରାଣୀ ପେଣ୍ଠ ପଞ୍ଚାୟତ ର ବିଭିନ୍ନ ବୁଥ ଦେଖି ସେ ସ୍ଥିତିର ସମୀକ୍ଷା କରିଥିବା ଜଣା ଯାଇଛି | ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଅଛନ୍ତି ।