Related Contents

କଟକ ମ୍ୟୁନିସପାଲ କର୍ପୋରେସନ୍ର କର୍ପୋରେଟରଙ୍କୁ ମିଳିଲା ଜାମିନ

କଟକ (ଓଡ଼ିଶା ନିୟୁଜ 24 ବ୍ୟୁରୋ)- କଟକ ମ୍ୟୁନିସପାଲ କର୍ପୋରେସନ୍ ର କର୍ପୋରେଟର ଙ୍କୁ ଜାମିନ ମିଳିଲା ।

ଗ୍ୟାଙ୍ଗ ଷ୍ଟାର ଧଳସାମନ୍ତ ବ୍ରଦର୍ସ ଙ୍କ ସହିତ ଲିଙ୍କ ଯୋଗୁ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଗତ କାଲି ଜାମିନ ପ୍ରଦାନ କରିଛନ୍ତି । ୨୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ୭ ନମ୍ବର ୱାର୍ଡ଼ର କାଉନସିଲର ରଂଜିତାଙ୍କୁ ଜାମିନ୍ ମଂଜୁର କରାଯାଇଛି ।

Comments are closed.