Sunday, September 20, 2020
Home Development ଅତ୍ୟଧିକ ବର୍ଷ ଯୋଗୁଁ ଘରେ ପଶିଲା ପାଣି-ଦୂଷିତ ପାଣି ଦୁର୍ଗନ୍ଧରେ ଫାଟିପଡୁଛି ସହର

ଅତ୍ୟଧିକ ବର୍ଷ ଯୋଗୁଁ ଘରେ ପଶିଲା ପାଣି-ଦୂଷିତ ପାଣି ଦୁର୍ଗନ୍ଧରେ ଫାଟିପଡୁଛି ସହର

ବରଗଡ଼ (ସୂର୍ଯ୍ୟ କୁମାର ମିଶ୍ର): ବରଗଡ଼ ସହରର ନଦିପଡା, ନାୟକପଡା,ନୂଆପଡା ଆଦି ଅଂଚଳରେ ଘରକୁ ପଶିଲା ପାଣି |

ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି l ￰ଅତ୍ୟଧିକ ବର୍ଷା ଯୋଗୁଁ ନାଳନର୍ଦମାର ଦୂଷିତପାଣିର ଦୁର୍ଗନ୍ଧରେ ଫାଟିପଡୁଛି ସହର l ଅନ୍ୟପଟେ ଜିରାନଦୀରେ ନିର୍ମାଣ ହେବାକୁ ଥିବା ନୁଆଁ ପୋଲର ନିର୍ମାଣ ପ୍ରକ୍ରିୟା ପାଣିରେ ଭାସିଯାଇଛି | ଗତକାଲିର ବର୍ଷା ଯୋଗୁଁ ଜିରାନଦୀ ପାଣି ପ୍ରବାହ ବେସି ଥିବାରୁ ଜନତାଙ୍କ ଟେକ୍ସ ପଇସାରେ ନିର୍ମାଣପ୍ରକ୍ରିୟା ଭାସିଯାଇଛି l ￰ଏବେ ପ୍ରଶ୍ନ ଉଠୁଛିଯେ ଆଗକୁ ମୌସୁମୀ ଅଛି ଜାଣି ମଧ୍ୟ କାହିଁକି ପୋଲ କାର୍ଯ୍ୟ କିଛି ମାସ ଆଗରୁ ଆରମ୍ଭ କରାଗଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: