Related Contents

ଫାଣ୍ଡି ଭିତରେ ବର୍ଷା ପାଣି ପସି ବହୁ ମୁଲ୍ୟବାନ୍ କାଗଜପତ୍ର ନଷ୍ଟ

ବାଳକଟି (ଗଗନ ଭୋଇ) : ବାଲିଅନ୍ତା ବ୍ଳକ୍ ଅନ୍ତର୍ଗତ ବାଳକାଟୀ ଫାଣ୍ଡି ଭିତରେ ବର୍ଷା ପାଣି ପସି ବହୁ ମୁଲ୍ୟବାନ୍ କାଗଜପତ୍ର ଓଦାହୋଇ ଯାଇଛି ଓ ଫାଣ୍ଡିର ଆଖ ପାଖରେ ଥିବା ରହୁଥିବା ଲୋକଙ୍କ ଘରେ ମଧ୍ୟ ପାଣି ଜମା ହୋଇଛି ପାଣିର ନିଷ୍କାସନ ନହେବାରୁ ସାଧାରଣ ଲୋକଙ୍କ ପାଇଁ ଯିବା ଆସିବାରେ ଆସୁବିଧା ହେଉଛି | କାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ବଷା ପାଣି ଜମା ହୋଇଛି | ଯାହା ଫଳରେ ଲୋକେ ଗମନାଗମନ ପାଇଁ ଅସୁବିଧା ଭୋଗ କରୁଛନ୍ତି | ବାଳକାଟୀର ସରପଞ୍ଚ ଓ ସମିତି ସଭ୍ୟ ଆସି ବୁଲି ଦେଖିଥିଲେ |

Comments are closed.