Advertisements
Wednesday, July 8, 2020
Home Accidental Death ଜମି ଚାଷ ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଜମି ଚାଷ ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବରଗଡ଼ (ରିଙ୍କୁ ସାହୁ ): ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗ୍ରାମରେ ଗତକାଲି ଜଣେ ବ୍ୟକ୍ତିଙ୍କ ଧାନ ଚାଷ ପାଇଁ ଟ୍ରାକ୍ଟର ଯୋଗେ ଜମିକୁ ହଳ କରି କାଦୁଅ କରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିବାରୁ ଗାଡିର ଡ୍ରାଇଭର ଶ୍ୟାମ ଦଲେଇଙ୍କ ଇଞ୍ଜିନ ଚାପାରେ ମୃତ୍ୟୁ ହୋଇଛି।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭେଡେନ ଡାକ୍ତରଖାନାକୁ ପଠେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭେଡେନ ପୋଲିସ ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ ଚଳାଇଛି।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

ଫ୍ରେଣ୍ଡସ ୟୁନିଟ କ୍ଲବ ପକ୍ଷରୁ କାନ୍ଥରେ କରୋନା ସଚେତନତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୭/୦୭): ଦୀର୍ଘ ଚାରିମାସ ଧରି ମହାମାରୀ କରୋନା ଚାରିଆଡେ ଗ୍ରାସ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ମହା ସଂକଟ ହୋଇଗଲାଣି । ଏଥିରୁ...

ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ !!!!!!!!

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //ଭୁବନେଶ୍ୱର (୦୭/୦୭): ବିବାହକୁ ପୁରିନି ଗୋଟେ ମାସ ସମାଜ ସେବୀ ଆଦିତ୍ଯ ଦାଶ ହାରିଲେ ଜୀବନ। ସମାଜରେ ଆତ୍ମହତ୍ୟା ଗୋଟେ ନୀତିଦିନିଆ ଘଟଣା...

ମାଲକାନଗିରି ବସ ଷ୍ଟାଣ୍ଡ ଠାରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବୃକ୍ଷ ରୋପଣ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (ତା ୦୭/୦୭): ଆଜି ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ଶାଖା ତରଫରୁ ବନାଞ୍ଚଳ ଅଧିକାରୀଙ୍କ ସହଯୋଗରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ବୃକ୍ଷ ରୋପଣ...

Recent Comments

%d bloggers like this: