ଶ୍ରୀ ରାମ ଡିଗ୍ରୀ କଲେଜ କାଶୀନଗର ଦ୍ଵାରା ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ସମ୍ପନ୍ନ

0
158

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୩୦/୧୦) : ଗତକାଲି କାଶୀନଗର ସହର ରେ ଥିବା ଶ୍ରୀ ରାମ ଡିଗ୍ରୀ କଲେଜ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଶ୍ରୀ ରାମ ଡିଗ୍ରୀ କଲେଜ ରେ ଥିବା ଜାତୀୟ ସେବା ୟୁନିଟ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । କଲେଜ୍ ଅଧ୍ୟକ୍ଷା ଶ୍ରୀ ପ୍ରଶାନ୍ତ ବାନପାଳି ଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ୟୁନିଟ ଇନ୍ ଚାର୍ଜ ଜୟନ୍ତ ମିଶ୍ର,ଅଧ୍ୟାପକ ଗଙ୍ଗାଧର, ଅଧ୍ୟାପିକା ଜି. ଶୋଭା ରାଣୀ ସମସ୍ତେ ମିଶି କଲେଜ୍ ପରିସର କୁ ସ୍ୱଚ୍ଛ କରିଥିଲେ ।