Related Contents

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ ): ଏହା ହେଉଛି ରାୟଗଡା ଜିଲ୍ଲା ପ୍ରଶାସନ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ବାସ୍ତବ ଚିତ୍ର |

ମହିଳା ଜିଲ୍ଲାପାଳଙ୍କ ମହିଳାଙ୍କ ପ୍ରତି ଦରଦ ରାୟଗଡା ଜିଲ୍ଲାର କଲ୍ଯାଣସଂହପୁ ବ୍ଳକରେ ହୋଇଥିବା ବନ୍ୟାରେ ସର୍ବସ୍ବ ହରାଇଥିବା ମହିଳା ଶ୍ରୀମତୀ ମମତା ରାଣୀ ସାହୁ | ଦିର୍ଘ ଏକ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ଦୁଖଃ ଜଣାଇବା ପରେ ଶେଷରେ ଆତ୍ମହରା ହୋଇ ବର୍ତ୍ତମାନ ସେହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିବା ଜିଲ୍ଲାପାଳ ମହାଶୟାଙ୍କ ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ | ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ କିରୋସିନ ଜବତ କରିଥିଲେ।

Comments are closed.