Related Contents

ବୈପାରୀଗୁଡା ଅବକାରୀ ବିଭାଗ ତରଫରୁ ଦେଶୀ ମଦ ଜବତ

ବୈପାରୀଗୁଡା (ଏନ. ସନ୍ତୋଷ କୁମାର ): କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଂଚଳରୁ ଦେଶୀ ମଦ ଜବତ କରିଥିବା ଜଣl ପଡିଛି |

ଏକ ବିଶେଷ ସୂତ୍ରରୁ ଖବର ପାଇ ବୈପାରୀଗୁଡା ଅବକାରୀ ବିଭାଗ ଅଧିକାରୀ ଶାନ୍ତ କୁମାର ପାଉଁଲୀଙ୍କ ନିର୍ଦ୍ଦେଶ କ୍ରମେ ରାମଗିରିର ରାଧା ସାଗରିଆ, ମାଝୀଗୁଡାର ଧନପତି ନାୟକ ଓ ଡ଼ାମୁ ନାୟକ, ବୈପାରୀଗୁଡା ଟlପlକାରିଆ ସାହିର କମଳା ନାୟକଙ୍କ ଘରରୁ ଦେଶୀ ମଦ ଜବତ କରିଥିବା ଜଣାପଡିଛି | ଅବକାରୀ ବିଭାଗ ର ସାମନାଥ ବାଗ, ଉସବତି ଗୌଡ଼,ଏମ ଲକ୍ଷ୍ମଣ ରାଓ,ମନୋଜ କୁମାର ପଧାନ, ସତ୍ୟ ସୁବର୍ନ ପାତ୍ରଙ୍କ ସହଯୋଗ ରେ ଦେଶୀ ବଡ ଜବତ କରାଯାଇଛି |

Comments are closed.