Advertisements
Sunday, July 5, 2020
Home District News Balangir ଶିଶୁ ଟୀକା ସାଜିଛି କାଳ-ମାଂସ ବୃଦ୍ଧିରୁ କ୍ୟାନସର-ପ୍ରଶାସନ ଶୁଣୁନି

ଶିଶୁ ଟୀକା ସାଜିଛି କାଳ-ମାଂସ ବୃଦ୍ଧିରୁ କ୍ୟାନସର-ପ୍ରଶାସନ ଶୁଣୁନି

ଖପ୍ରାଖୋଲ (ରିପୋର୍ଟ-ଭୋଜରାଜ ବରିହା): ଗ୍ରାମଞ୍ଚଳରୁ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଶିଶୁର ସ୍ୱାସ୍ଥ୍ୟ ବିଷୟରେ ଡିଂଡିମ ପିଟୁଥିବା ବେଳେ, ଟୀକା ଦେବା ସାଜୁଛି କାଳ ।

ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ମଧ୍ୟପୁର ଗ୍ରାମରେ | ମହାନ ନାଗଙ୍କ ଦୁଇ ଛୁଆ ଓ ସ୍ତ୍ରୀ ପୁଷ୍ପାଞ୍ଜଳି ନାଗଙ୍କ ସହିତ ବେଶ ହସ ଖୁସିରେ ଚାଲୁଥିଲା ଉକ୍ତ ପରିବାର । ମହାନ ନାଗଙ୍କ ପରିବାରରେ କଳା ବାଦଲ ଛାଇଗଲା ଯେତେବେଳେ ପୁଅକୁ ଶିଶୁ ଟୀକା ଦେବା କାଳ ହେଲା । ଶିଶୁର ବାମ ଜଙ୍ଘରେ ଧୀରେ ଧୀରେ ମାଂସ ବୃଦ୍ଧି ହେବାରେ ଲାଗିଲା । ରାଜଧାନୀ ଘରୋଇ ହସ୍ପିଟାଲରେରେ ପରୀକ୍ଷା ନିରୀକ୍ଷା କଲାପରେ କ୍ୟାନସର ହୋଇଛି ବୋଲି ଜଣା ପଡିଲା । ଗରିବ ଆଦିବାସୀ ନିରୀହ ପରିବାର ନିଜର କିଛି ସମ୍ବଳ ନାହିଁ। ଘରେ ଥିବା ବାସନ କୁସନ ବିକ୍ରି କରି ବର୍ତ୍ତମାନ ନିଃସହାୟ। ବର୍ତ୍ତମାନ ଭଗବାନ ସାହା ,ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ ମୁହଁ ବୁଲେଇ ଦେଉଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: