Related Contents

ବରଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ନାରାୟଣ ସାହୁଙ୍କୁ ପାର୍ଟିରୁ ବହିଷ୍କାର: – ଡ. ଅରୁପାନନ୍ଦ ସାହୁ ହେଲେ ନୂତନ ଜିଲ୍ଲା ସଭାପତି

ଭୁବନେଶ୍ୱର: ଚାଷୀ ଓ ଚାଷ ବିରୋଧୀ, ବରଗଡ ଜିଲ୍ଲା ଚାଷୀ ବୃନ୍ଦା ସାହୁ ଓ ଖଇନୁ ବଗର୍ତ୍ତୀ ହତ୍ୟାକାରୀ ଶାସକ ବିଜୁ ଜନତା ଦଳ ସହ ସାଲିସ କରି ପାର୍ଟିର ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବରଗଡ ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାହୁଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରୁ ବହିଷ୍କାର କରିବା ସହ ନୂତନ ଜିଲ୍ଲା ସଭାପତି ଭାବେ ଡ.ଅରୁପାନନ୍ଦ ସାହୁ ନାମ ଘୋଷଣା କରିଛନ୍ତି।

Comments are closed.