Related Contents

ସାନ ଚେର ଗାଁ ଠାରେ ଉଜ୍ଜଲା ଦିବସ ପାଳିତ

ଗୋଲାମୁଣ୍ଡା(ଚିତ୍ତ ବାଗ): କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ଅଧିନ କେଗାଁ ପଞ୍ଚାୟତରେ ଥିବା ସାନଚେରଗାଁ ଠାରେ ଚପରିଆ ଇଂଡେନ ଗ୍ୟାସ ତରଫରୁ ଉଜ୍ଜଲା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟ କ୍ରମ ଟି ଇଂଡେନ ଗ୍ୟାସ ର ଉପକରିତା ଓ ଲୋକଙ୍କ ଗୁଣାତ୍ମକ କାର୍ଯ୍ୟରେ ଆସୁଥିବା ବେଳେ ମା ଭଉଣୀ ମାନଙ୍କୁ ଯଥେଷ୍ଟ ଉପଯୁକ୍ତ ସେବାରେ ଆସୁଥିବା ଉଧେସ୍ୟରେ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ଗୋଳମୁଣ୍ଡା ବ୍ଲକ ବିଜେପିର ଯୁବ ନେତା ତଥା ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇ ଇଂଡେନ ଗ୍ୟାସ ର ଉପକରିତା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କ୍ରାଇଟଜିଲେ।ଏହା ବ୍ୟତୀତ ,କେଗାଁ ସରପଞ୍ଚ,ସମିତି ସଭ୍ୟ,ୱାର୍ଡ ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବୀ ମାନେ ମଧ୍ୟ ନିଜ ନିଜ ପ୍ରକ୍ରିଆ ରଖିଥିଲେ।ମହିଳା ମାନଙ୍କ ଉପକରିତା ଉଧେସ୍ୟରେ ରଖି ଥିବା ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଅଂଚଳରୁ ଅନେକ ମହିଳା ଓ ପୁରୁଷ ତଥା ଶତାଧିକ ଜନ ସାଧାରଣ ଯୋଗ ଦେଇ ଥିଲେ।

Comments are closed.