Saturday, August 15, 2020
Home Development ବୁଣାକାର ଘରେ ଜନ୍ମିତ ଝିଅ ଯୁକ୍ତ ଦୁଇ ପରୀକ୍ଷାରେ ଓଡ଼ିଶାରେ ତୃତୀୟ ସ୍ଥାନ

ବୁଣାକାର ଘରେ ଜନ୍ମିତ ଝିଅ ଯୁକ୍ତ ଦୁଇ ପରୀକ୍ଷାରେ ଓଡ଼ିଶାରେ ତୃତୀୟ ସ୍ଥାନ

ଅତାବିରା (ବଳରାମ ବାଗ):  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମରେ ଏକ ବୁଣାକାର ଘରେ ଜନ୍ମ ହୋଇଥିବା ଝିଅ ଆଜି +୨ କଳା ରେ ସାରା ଓଡ଼ିଶାରେ ତୃତୀୟ ସ୍ଥାନ ହାସଲ କରି ବରଗଡ଼ ଜିଲ୍ଲାର ସମସ୍ତଙ୍କ ଆଖିରେ ପ୍ରସଂଶିତ |

ସେ ଝିଅ ହେଉଛନ୍ତି ରିତୁ ମେହେର, ବାପା ପୂର୍ଣଚନ୍ଦ୍ର ମେହେର ମା ପ୍ରଭାସିନି ମେହେର । ରିତୁ ମେହେର ନିଜର ପାଠ ପଢା କରୁଥିଲେ କାଦୋବାହାଳ କଲେଜ ରେ ଯୁକ୍ତ ଦୁଇ କଳା ରେ | ଗତ +୨ କଳା ପରୀକ୍ଷାରେ ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛନ୍ତି ଋତୁ ମେହେର | ସେଥିପାଇଁ ତାଙ୍କ ପାଖକୁ ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି | ଆଜି ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ନେହାଂଗିନି ଛୁରୀଆ, ଅତାବିରା ବ୍ଲକ ଚେୟାରମେନ୍ ଶ୍ରୀମତୀ ରିତା ସାହୁ ତାଙ୍କ ଘରକୁ ଯାଇ ଋତୁ ମେହେର ଓ ତାଙ୍କ ପରିବାରକୁ ଶୁଭେଚ୍ଛା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: