Advertisements
Sunday, July 5, 2020
Home Cultural & Festival ପାନ ଉତ୍ସବ ୨୦୧୮- ନିଆଳି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ

ପାନ ଉତ୍ସବ ୨୦୧୮- ନିଆଳି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ

ଆଠଗଡ଼ (ସନ୍ତୋଷ ବାରିକ): ଚଳିତ ବର୍ଷଠାରୁ କଟକ ଜିଲ୍ଲା ନିଆଳି ବ୍ଲକର ନିଆଳି ହାଇସ୍କୁଲ ଖେଳପଡିଆରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ପାନ ଉତ୍ସବ |

ନିଆଳି ପଂଚାୟତ ର ସରପଞ୍ଚ ପ୍ରଶାନ୍ତ ସିଂ ଙ୍କ ଉଦ୍ୟମରେ ପହିଲି ରଜରେ ଦିନରୁ ନିଆଳିର ପ୍ରସିଦ୍ଧି ଲାଭ କରିଥିବା ପାନ ଚାଷକୁ ସୁଧାର ଆଣିବା ଓ ପାନ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପାନ ଉତ୍ସବ ୨୦୧୮ | ଏହି ଅବସରରେ ନିଆଳି ପାନ ଓ ପାନ ଚାଷୀଙ୍କ ଉପରେ ଏକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଛି | ନିଆଳି, କଣ୍ଟାପଡା, ନିମାପଡା, ନୂଆହାଟ ଓ ଚାରିଚକିଆ ଅଂଚଳର ଏକାଧିକ ପାନ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପାନ ଚାଷୀଙ୍କୁ କିଭଳି ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ | ଏହି ପାନ ଉତ୍ସବ ୨୦୧୮ କାର୍ଯ୍ୟକ୍ରମ ରେ ଜଗତସିଂହପୁର ସାଂସଦକୁଳମଣି ସାମଲ , ନିମାପଡା ବିଧାୟକ ସମୀର ରଞ୍ଜନ ଦାସ ଓ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: