Related Contents

ପାପାଡାହାଣ୍ଡି ବ୍ଲକ ପଣ୍ଡିକୋଟରେ ବଜ୍ରାଘାତ ଦ୍ୱାରl ୫ ଜଣ ଆହାତ

ପାପଡାହାଣ୍ଡି (ଏ.ସତୀଶ): ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମରେ ଗୋରୁ ଚରାଇବାକୁ ଯାଇଥିବାବେଳ ବଜ୍ରାଘାତ ଘଟି ୪ ଅତି ଗୁରୁତର ରୂପେ ଆଘାତ ହୋଇଥିବା ବେଳେ ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ଡ଼କ୍ଟର ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ସେମାନେ ହେଲେ ସଦାଶିବ ଜାନି (୩୦ବର୍ଷ), ପୁରୁନଧର ଗୌଡ଼ -୭୦ବର୍ଷ, ମନ୍ଦରାଜ ଜାନି -୨୫ବର୍ଷ, ଟୁନେଶ ଜାନି -୧୩ ବର୍ଷ, କିରଣ ଗରିଜନ -୧୨ ବର୍ଷ | ପରେ ପାପଡାହାଣ୍ଡି ଚିକିତ୍ସାଳୟରେ ୩ଜଣ ଗୁରୁତର ହେବlରୁ ଏମାନଙ୍କୁ ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.