Saturday, August 8, 2020
Home Farmer Issue ଧାନ କଟା ମେସିନ ଜଳି ଗଲା-ସର୍ଟ ସର୍କିଟ ସନ୍ଦେହ

ଧାନ କଟା ମେସିନ ଜଳି ଗଲା-ସର୍ଟ ସର୍କିଟ ସନ୍ଦେହ

ଡୁଙ୍ଗୁରିପାଲି(ରତ୍ନାକର ସେଠ): ଡୁଙ୍ଗୁରିପାଲି ଅଂଚଳରେ ହୀରାକୁଦ ଜଳସେଚିତ ଅଂଚଳ ହିଥିବାରୁ ଏଠାରେ ରବି ଋତୁରେ ଧାନ ଚାଷ ହୋଇଥାଏ |ଏହାକୁ ଆଖିରେ ରଖି ଏହି ଅଂଚଳକୁ ଅନେକ ଗୁଡିଏ ଧାନକଟା ମେସିନ ଆସିଥାଏ |

ଅଦିନିଆ ପାଣିପାଗ ତଥା କଲା ବୈଶାଖୀର ଦାଉରୁ ଫସଲକୁ ବଞ୍ଚାଇବା ପାଇଁ ଚାଷୀ ଉକ୍ତ ମେସିନ ଉପରେ ନିର୍ଭର କରିଥାଏ | ଶହ ଶହ ସଂଖ୍ୟାରେ ମେସିନ ଦ୍ୱାରା ଲୋକ ଧାନ କଟୁଥିବାରୁ କାମ ଦିନ ମଧ୍ୟରେ ଅମଳ କାମ ସରିଯାଇଥାଏ | ଗତକାଲି ଏହି ବ୍ଲକର ଅଇଁଲାସlରି ଗ୍ରାମରେ ଜଣେ ଚାଷୀଙ୍କ ଜମିରେ ଧାନ କଟା ମେସିନ (ହାର୍ଭେଷ୍ଟର)ଯୋଗେ ଧାନ କଟା ଯାଉଥିବା ସମୟରେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା | ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ସର୍ଟ ସର୍କିଟ ଯୋଗୁଁ ଏହା ହୋଇଥିବା ଜଣାଯାଏ | ମେସିନ ଚାଲାକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଧାନ କିଛି କ୍ଷୟ କ୍ଷତି ହୋଇନାହିଁ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: