Thursday, March 28, 2024

Top 5 This Week

Related Posts

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜୟନ୍ତୀ ବୌଦ୍ଧ ଜିଲ୍ଲା ରେ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୯/୧୦) : ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ଏକା ଧାରରେ ସମାଜସେଵୀ, କବି ଓ ଲେଖକ, ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ସମାଜ ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି lWhatsApp Image 2021 10 10 at 6.48.18 AM ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜୟନ୍ତୀ ବୌଦ୍ଧ ଜିଲ୍ଲା ରେ ପାଳିତ

ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ଏବଂ ଯୁବ ରେଡ କ୍ରସ ପକ୍ଷରୁ ବୁଟୁପାଲି ରେ ରାସ୍ତା ସଫେଇ ପରେ ପରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର DYO ନବନୀତ କୁମାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଯୁବ ରେଡ କ୍ରସ ସମ୍ପାଦକ ପ୍ରବୀରକୁମାର ଦାଶ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର, ସର୍ଜନ ଅଗ୍ରୱାଲ, ସମାଜସେଵୀ ଦେବାଶିଷ ପୁରୋହିତ, ଅକ୍ଷୟ ମହାକୁଡ଼ ପ୍ରମୁଖ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ l

Popular Articles