Related Contents

କିରୋସିନି କୋଟାକୁ ରାଜ୍ୟ ସରକାରଙ୍କ ବୃଦ୍ଧି ଘୋଷଣା -ପରିବାରକୁ ୨.୫ ଲିଟର

ଭୁବନେଶ୍ୱର: ଗରିବ ସୀମା ରେଖା ତଳେ(ବିପିଏଲ) ରହୁଥିବା ପରିବାରକୁ ବଣ୍ଟନ କରାଯାଉଥିବା କିରାସିନ କୋଟାକୁ ରାଜ୍ୟ ସରକାର ବୃଦ୍ଧି କରିବା ଘୋଷଣା କରିଛନ୍ତି ।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିପିଏଲ ପରିବାର ସଦସ୍ୟଙ୍କୁ ଦିଆଯାଉଥିବା ୬୫୦ଏମଏଲ କିରାସିନକୁ ସରକାର ବୃଦ୍ଧି କରି ପ୍ରତି ପରିବାରକୁ ୨.୫ ଲିଟର କିରାସିନ୍ ଯୋଗାଇ ଦିଆଯିବ ଏବଂ ଏହା ଜୁନ ମାସରୁ ଲାଗୁହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୪୪ ଲକ୍ଷ ବିପିଏଲ ପରିବାର ଉପକୃତ ହେବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Comments are closed.