Related Contents

ବିଳମ୍ବିତ ରାତିରେ ବଲାଙ୍ଗୀର ଗିଫଟୋରିଅମ ରେ ଭୟଙ୍କର ନିଆଁ- କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ

ବଲାଙ୍ଗୀର: ଗତ ରାତି ୧୧.୩୦ରେ ବଲାଙ୍ଗୀର ପାଟଣା ଛକ ସ୍ଥିତ ସପିଂ ମଲ ଗିଫଟୋରିମୟରେ ଭୟଙ୍କର ନିଆଁ ଲାଗିଯାଇଥିଲା ।

ନିଆଁରେ ଜଳିିପୋଡି ପାଉଁଶ ହୋଇଯାଇଛି କୋଟି କୋଟି ଟଙ୍କାର ସମ୍ପତି । ପ୍ରଥମେ ଗୋଟିଏ ଦୋକାନରୁ ସଟସର୍କିଟ ହୋଇ ନିଆଁ ସପିଂ ମଲରୁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ୫ଟି ଗାଡିକୁ ନାକେଦମ ହେବାକୁ ପଡିଥିଲା | ଏ ପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ |

Comments are closed.