Related Contents

ବଜ୍ରପାତରେ ଦୁଇ ବାଳକ ମୃତ

ବେଳପଡା (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଗାଁ ରେ ବଜ୍ରପାତରେ ଦୁଇ ବାଳକ କର ମୃତ୍ୟୁ ହୋଇଛି । ତାଙ୍କର ନାଁ ହେଲା ପୁର୍ନନନ୍ଦ ଭୁଏ ବୟସ ୧୦ ,ଇଶ୍ୱର ଭୁଏ  ବୟସ ୧୩ ।  ଘଟଣା ସ୍ଥଳରେ ବେଳପଡା ତହସିଲଦାର ତଦନ୍ତ ପାଇଁ ଆସିଥିଲେ ।

Comments are closed.