Advertisements
Monday, July 6, 2020
Home Development ଅତାବିରାରେ ସ୍ବେଛାକୃତ ରକ୍ତଦାନ ଶିବିର

ଅତାବିରାରେ ସ୍ବେଛାକୃତ ରକ୍ତଦାନ ଶିବିର

ଅତାବିରା(ଚିତ୍ତ ରଞ୍ଜନ ସାହୁ): ଆଜି ୧୩.୦୫.୨୦୧୮ ରବିବାର ଦିନ ଅତାବିରା ମାରୱାଡି ଯୁବ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି ଅବସର ରେ ସ୍ଥାନୀୟ ଆଇଆଇସି ଗୌରାଙ୍ଗ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଓ ରକ୍ତ ଦାନ ର ମହତ୍ୱ ବିଷୟରେ ଆଲୋଚନ କରାଯାଇଥିଲା |ଏହି ଅବସରରେ ମାରୱାଡି ଯୁବାମଂଚ ର ସଭାପତି ବିପୁଳ ଅଗ୍ରୱାଲ, ସମ୍ପାଦକ ଆଲୋକ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ, ରମେଶ ଅଗ୍ରୱାଲ, ଉମେଶ ଅଗ୍ରୱାଲ, ସୌରଭ ଅଗ୍ରୱାଲ,ଶିବ ଶଙ୍କର ଅଗ୍ରୱାଲ, ଶ୍ୟାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅତାବିରା ଜାଗୃତି ଶାଖାର ସଦସ୍ୟ ସଦସ୍ୟା ମାନେ ପୁର୍ଣ ମାତ୍ରାରେ ସହଯୋଗ କରିଥିଲେ | ଏଥିରେ ୫୦ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ବୁର୍ଲା ରକ୍ତ ଭଣ୍ଡାର ର ଡ଼.ଏସ.ଏନ. ପାଟଯୋଶୀ, ଟେକନିସିଆନ ଏସ.ଏମ.ମଲିକ ଓ ମୋହନ ପଧାନ, ମୋଟୀଭେଟର ଲାଲୁ ବିଶ୍ୱାସ, ସହଯୋଗୀ ଗଣେଶ ପଧାନ ଓ ବିନୋଦ ସାହୁ ରକ୍ତ ସଂଗ୍ରହ ଦାୟିତ୍ୱରେ ଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: