Related Contents

ଧର୍ମଗଡ଼ରେ କାଳବୈଶାଖୀ ସହ କୁଆପଥର ବର୍ଷା 

ଧର୍ମଗଡ଼(ଲିଙ୍ଗରାଜ ମହାରଣା): ବୁଧବାର ଅପରାହ୍ନ ସମୟରେ ହଠାତ୍ କାଳବୈଶାଖୀ ବର୍ଷା ହୋଇଛି।

ପ୍ରାୟ ଅପରାହ୍ନ ପର୍ଯ୍ୟନ୍ତ ପାଗ ଶୁଖିଲା ଥିଲା। ହଠାତ୍ ଅପରାହ୍ନ ସମୟରେ କାଳବୈଶାଖୀ ସହ ଜୋରରେ ପବନ ବହିଯାଇଛି ଏବଂ ଜୋରରେ ବିଜୁଳି ,ଘଡଘଡି ସାଙ୍ଗକୁ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଫଳରେ  ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇଛି। ପ୍ରଚଣ୍ଡ ତାତି ଏବଂ ଗୁଳୁଗୁଳିରୁ ଲୋକମାନଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ମଧ୍ୟ ମିଳିଛି।

Comments are closed.