Related Contents

ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା-୧୨ଟି ସହରରେ ପାରଦ ୪୦ ଡେଇଁଲା

ବଲାଙ୍ଗୀର (ମୋହିତ ତ୍ରିପାଠୀ): ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରହିଥିଲା। ସେହିପରି ହୀରାକୁଦରେ ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୩.୫, ସମ୍ବଲପୁରରେ ୪୩.୬, ତାଳଚେରରେ ୪୩.୧, ଅନୁଗୋଳରେ ୪୨.୭,ସୁନ୍ଦରଗଡ଼ରେ ୪୨.୫ ଓ ଭବାନୀପାଟଣାରେ ୪୨, ଭୁବନେଶ୍ୱରରେ ୩୭.୩ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Comments are closed.