Related Contents

ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

ବରଗଡ଼ (ଚିତ୍ତ ରଞ୍ଜନ ସାହୁ): ବରଗଡ଼ ଇଲ୍ଲା ସୋହେଲା ଥାନା ଅନ୍ତର୍ଗତ ସିଗିର୍ଡl ଗ୍ରାମର ମନୋହର ନାୟକ (୪୩) ନାମକ ଜଣେ ବ୍ୟକ୍ତି ର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି |

ମନୋହର ଗତକାଲି ନିଜର ଜଣେ ସାଙ୍ଗର ପୁଅ ବାହାଘର ନିମନ୍ତେ କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଅଂଶୁଘାତ ର ଶିକାର ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି | ତାଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି |

Comments are closed.