ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିନରେ ଫଳ ବଣ୍ଟନ

0
165

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୭/୯) : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଛି ।e216273b aa24 45d1 a993 ac938bbbc50b ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିନରେ ଫଳ ବଣ୍ଟନ

ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲକା ଙ୍କ ନେତୃତ୍ୱରେ କ ଜୋନ ର ବ୍ଲକ ସଭାପତି ଶ୍ରୀନିବାସ ଚୌଧୁରୀ (ଗଙ୍ଗା), ପୂର୍ବତନ ସଭାପତି ରାମାରାଓ କାଡ୍ର।କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜେ ବାବୁରାଓ, ଜିଲା ସମ୍ପାଦକକୃଷ୍ଟ ଚନ୍ଦ୍ର ସାମଲ, ଜିଲା ଯୁବ ମୋର୍ଚ୍ଚା ର ସମ୍ପାଦକ ଗୁଡୁଲ୍ଲା ସାନ୍ଦିପ, ଓବିସି ମୋର୍ଚ୍ଚା ର ସଭାପତି ଗୁଡୁଲ୍ଲା ସୁରେଶ ସମେତ ଦଳୀୟ କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିନରେ ଉପସ୍ଥିତ ରହିଥିଲେ । ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ଜଣ ରୋଗୀକୁ ଫଳ ବଣ୍ଟନ କରିଥିଲେ ପରେ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କରିଥିଲେ ।