Friday, August 7, 2020
Home Farmer Issue ଡୁଙ୍ଗୁରିପାଲି ବ୍ଲକ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ସହ କୁଆ ପଥର ବର୍ଷl

ଡୁଙ୍ଗୁରିପାଲି ବ୍ଲକ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ସହ କୁଆ ପଥର ବର୍ଷl

ଡୁଙ୍ଗୁରିପାଲି ( RATNAKAR SETH): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ସହ କୁଆ ପଥର ବର୍ଷl ଯୋଗୁଁ ବ୍ୟାପକ କ୍ଷ୍ୟତି ହୋଇଛି |

ଏହି ବ୍ଲକ ଗମ୍ଭାରିପାଲି, ବନ୍ଧପଲ୍ଲୀ, ଶିଆଲବାହାଲି, ସରସମାଲ ଆଦି ଗ୍ରାମର ଧାନଚାଷୀ ବହୁ ପରିମାଣରେ କ୍ଷତିଗ୍ରସ୍ଥ ହୋଇଛନ୍ତି | ବ୍ୟାପକ ମାତ୍ରାରେ କୁଆ ପଥର ବର୍ଷା ହୋଇଥିଲା | ଏଥିରେ ଧାନ ଜମି ଗୁଡିକରେ ପାଚିଲା ଧାନ ଗୁଡିକ ଝଡି ତଳେ ପଡିଯାଇଥିଲା ବେଳେ ରହିଥିବା ଧାନ ଗୁଡିକ ପୋଲ ହୋଇଯିବା ଆଶଙ୍କା ଥିବା ଅଭିଯୋଗ କରିଛନ୍ତି ଚାଷୀ | ଏପଟେ ଚାଷ ସମ୍ପୂର୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ଏବେ ବିଭିନ୍ନ ସାହୁକାର ଓ ସଂସ୍ଥାରୁ ଆଣିଥିବା ଋଣ କେମିତି ଫେରସ୍ତ କରିବେ ସେ ଚିନ୍ତା ଘାରିଛି ଚାଷୀଙ୍କୁ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: