Related Contents

ଯୋତୁକ ପାଇଁ ସ୍ତ୍ରୀ କୁ ହତ୍ୟା କଳା ସ୍ବାମୀ

ଗୋଲାମୁଣ୍ଡା (CHITTARANJAN BAG): ଯୋତୁକ ପାଇଁ ସ୍ତ୍ରୀ କୁ ହତ୍ୟା କଳା ସ୍ବାମୀ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖସିଗୁଡା ଗାଁ ରୁ  |

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖସିଗୁଡା ଗାଁ ର ହରି ଲହଜଲ ସେହିଥାନା ଅନ୍ତରର୍ଗ ଗଣ୍ଢାମେର ଗାଁର ରତନୀ ୨୦ କୁ ବିବାହ କରିଥିଲେ। ସେ ବିଭିନ୍ନ ସମୟରେ ସୁନାଗହଣା ,ମଟର ସାଈକେଲ,କୁଲର,ପ୍ରିଂଜ ପାଈ ନିର୍ଯ୍ୟାତନା ଦେଇ ଥିଲେ। ହେଲେ ଗତ କlଲି ଏକ ଘଟଣାକୁ ନେଇ ନିଜ ସ୍ତ୍ରୀ କୁ ଗାଲିଗୁଲଜ କରି ଥିବା ସହ ତଣ୍ଠି ଚିପି ହତ୍ୟା କରିଥିବା ଜଣାଯାଇଛି । ଏନେଇ ଝିଅର ପରିବାର ପକ୍ଷରୁ ଦଶପୁର ଫାଣ୍ଠି ରେ ରଜନୀ ର ସ୍ତ୍ରାମୀ ହରି, ଶଶୁର କେଟାଲହଜଳ ଓ ଛେଦ ଲହଜଳ ମାଁ ଆଳୁଚଣ୍ଡି ଓ ସୁରେଶ ଚଳାନ ଙ୍କ ନାମରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଈ ସାଇଣ୍ଢିପୀକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରି ହତ୍ୟା କାରୀ ହରି ଲହଜଲ କୁ ଅଟକ ରଖିନ୍ତି |

Comments are closed.