Advertisements
Sunday, July 5, 2020
Home Development ନବୀନଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା-ସନ୍ଧ୍ୟାରେ କ୍ୟାଣ୍ଡେଲ ମାର୍ଚ୍ଚ

ନବୀନଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା-ସନ୍ଧ୍ୟାରେ କ୍ୟାଣ୍ଡେଲ ମାର୍ଚ୍ଚ

ଭୁବନେଶ୍ୱର(ଦେବଦତ୍ତ ରଥ): ସାଲେପୁର ଦୁଷ୍କର୍ମ ପିଡ଼ୀତାଙ୍କର ମୃତ୍ୟୁ ପରେ ରାଜ୍ୟରେ ନାରୀ ସମାଜ ସୁରକ୍ଷିତ ନଥିବା ପ୍ରମାଣ ମିଳୁଛି। ଇତିଶ୍ରୀ,କୁନ୍ଦୁଲି,ସାଲେପୁର ପରି ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଛି।ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ପୁରା ଭୁଶୁଡି ପଡ଼ିଲାଣି।ଏବଂ ଏସବୁକୁ ନେଇ ନବୀନ ପଟ୍ଟନାୟକଙ୍କୁ ଦାୟୀ କରି ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ଏବଂ କଟକରେ ପୃଥକ ପୃଥକ ଭାବରେ ନବୀନଙ୍କ କୁଶପୁତ୍ତଳିକା ଦାହ କରିଛି।ଭୁବନେଶ୍ୱରଠାରେ ଆୟୋଜିତ କୁଶପୁତ୍ତଳିକା ଦାହ କାର୍ଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ,ସଂପାଦିକା ବନ୍ଦନା ଦାସ କାନୁନଗୋ ଉପସ୍ଥିତ ଥିବା ବେଳେ କଟକ ଠାରେ ଆୟୋଜିତ କାର୍ଯ୍ୟକର୍ମରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସ୍ମୃତି ପଟ୍ଟନାୟକ, ରଶ୍ମୀରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହ ଏକ ଟିମ ଆଜି ସାଲେପୁର ପିଡ଼ୀତାଙ୍କ ପରିବାରକୁ ଭେଟିବାକୁ ଯିବାର ଥିବା ବେଳେ ଭୁବନେଶ୍ୱର ଠାରେ ସନ୍ଧ୍ୟାରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଜଣାଇଛନ୍ତି।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: