୭୦ ତମ ସମବାୟ ସପ୍ତାହ ପାଳିତ

0
37
୭୦ ତମ ସମବାୟ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୮/୧୧) : ବ୍ରହ୍ମପୁର କୋପେରାତିଭ ସମବାୟ ବ୍ୟାଙ୍କ ଅଧୀନରେ ସମବାୟ ସପ୍ତାହ ପାଳନ ଓ ଋଣ ସପ୍ତାହ କରିବାକୁ ନିର୍ଦ୍ଦେଶ ହୋଇଥିଲା l

ଆଜି ଗଜପତି ଜିଲ୍ଲାରେ ଥିବା ସମସ୍ତ ସମ୍ପାଦକ ପ୍ରାଥମିକ କୃଷି ସମବାୟ ସମିତି ଓ ଅତିରିକ୍ତ ରେଜିଷ୍ଟର ସମବାୟ ବିଭାଗ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଆର ଆର ଉତ୍ସବ କେନ୍ଦ୍ର ଠାରେ ଆୟୋଜିତ ଏହି ଉତ୍ସବ ରେ ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର ଏ ଆର ସିଏସ ହରିହର ସେଠ, ନିର୍ଦ୍ଦେଶକ ବି. ଧନଞ୍ଜୟଲୁ, କୋଦୁରୁ କିରଣ କୁମାର, ଚିରଞ୍ଜିବୁଲୁ, ପ୍ରଶାନ୍ତ ନାୟକ, ଓ ସମସ୍ତ ସମ୍ପାଦକ ସମବାୟ ଆଇନ, ଓ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିବା ଏକ ବିବୃତିରେ ଜଣା ପଡିଛି l