Friday, March 29, 2024

Top 5 This Week

Related Posts

ରାଇକିଆରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୧/୧୧) : ଓଡ଼ିଶା ସର୍ଭେସଂସ୍ଥା ଓରିଡିଲ ମନମୁଖୀ ଏକତରଫା ଫୁଲବାଣୀ ରେଳପଥରୁ କନ୍ଧମାଳ ଜିଲ୍ଲା ଫୁଲବାଣୀକୁ ବାଦ ପକାଇଦେବା ପ୍ରତିବାଦରେ ତଥା ପୁନଃ ବିଚାରକରି ଫୁଲବାଣୀକୁ ରେଳପଥ ସଂଯୋଗ କରିବା ଦାବିରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦWhatsapp Image 2023 11 11 At 12.48.24

ଆଜି ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ସବୁ, ଦୋକାନ ବଜାର ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେଣୁକରି ଏହି ଲୋପଥ ଗାମିନୀ ସକାଶେ ବନ୍ଦପାଳନରେ ସମସ୍ତ ଜିଲ୍ଲାବାସୀ ସହଯୋଗ କରିଥିଲେ । ରାଇକିଆ ପୋଲିସ୍ ତରଫରୁ ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

Popular Articles