ଗଜପତିକୁ ମରୁଡି ଘୋଷଣା ନିମନ୍ତେ ଚିଠି ଲେଖିଲେ ବିଧାୟକ

0
50
ଗଜପତିକୁ ମରୁଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧,୧୧) : ଗଜପତି ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ ଗତ ଦୁଇ ମାସ ହେଲା ସ୍ୱଳ୍ପ ବର୍ଷା ହୋଇଥିବାରୁ ଜିଲ୍ଲାକୁ ମରୁଡି ଘୋଷଣା ପାଇଁ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମରୁଡି ଘୋଷଣା ପାଇଁ ଦାବୀ କରିଛନ୍ତି ।WhatsApp Image 2023-11-01 at 06.50.01 (1)

ସେ ଏହି ଚିଠି ରେ ଉଲ୍ଲେଖ କରିଛନ୍ତିକି, ଜିଲ୍ଲାର କାଶୀନଗର, ଗୋଶାଣି, ଗୁମ୍ମା ବ୍ଲକର ଚାଷୀମାନେ ଧାନ ଫସଲ କରିଥାନ୍ତି, କିନ୍ତୁ ଶେଷ ସମୟରେ ବର୍ଷା ଲୁଚ କାଳୀ ଖେଳିବାରୁ ଜିଲ୍ଲାକୁ ମରୁଡି ଘୋଷଣା କରାଯାଉ ।