Friday, March 29, 2024

Top 5 This Week

Related Posts

ଲାଞ୍ଚୁଆ ନର୍ସଦିଦିଙ୍କ ଟଙ୍କା ବଣ୍ଟା ଭିଡିଓ ଭାଇରାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୭/୧୦) : ହାତଗୁଞ୍ଜା ନଦେଲେ ଦାଦାଗିରି ଦେଖାଉଛନ୍ତି ନର୍ସଦିଦି । ମିଠା ଖାଇବା ବାହାନାରେ ଟଙ୍କା ମାଗୁଛନ୍ତି ତ ପୁଣି ଜୋର ଜବରଦସ୍ତ ।

ଟଙ୍କା ଆଦାୟ କରିବା ପରେ ଦିଦିଙ୍କ ଭିତରେ ଚାଲିଛି ଭାଗବଣ୍ଟା । ଏଠି କହିବେ କାହାକୁ ଶୁଣିବ କିଏ ? ହଇରାଣ ହରକତ ହେଉଛନ୍ତି ଗରିବଗୁରୁବା ଲୋକେ। ଦିଦିଙ୍କ ଭିଡିଓ ଓ ଅଡିଓ ଶୁଣିଲେ ମୁଣ୍ଡରେ ହାତ ଦେବେ । ବଲାଙ୍ଗିର ବଡ଼ ମେଡିକାଲ ଭିତରେ ନିଜ ନିଜ ଭିତରେ, ଦିନ ତମାମର ଲାଞ୍ଚ ଟଙ୍କା ଭାଗବଣ୍ଟା କେମିତି ଚାଲିଛି ଦେଖନ୍ତୁ । ବଲାଙ୍ଗିର ବଡ଼ ମେଡିକାଲରେ ଲଜ୍ଜାଜନକ ଘଟଣା । ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ ।

Popular Articles