Friday, October 23, 2020
Home District News ପ୍ରଧାନମନ୍ତ୍ରୀ ଆବାସ ପାଇଁ ବାଲି ଆଣିଲେ ତହସିଲଦାରଙ୍କ ପ୍ରତିବନ୍ଧକ

ପ୍ରଧାନମନ୍ତ୍ରୀ ଆବାସ ପାଇଁ ବାଲି ଆଣିଲେ ତହସିଲଦାରଙ୍କ ପ୍ରତିବନ୍ଧକ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୧୭ /୧୦/୨୦): ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ କଂସର ଗ୍ରାମ ପଞ୍ଚାୟତ ବନୁପାଲି ଗାଁରେ ତହସିଲ ଅଫିସର ରାଜ ଦୋହଲାଇ ଦେଇଛି ବନୁପାଲି ଗାଁରେ ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ତା ୧୭/୧୦/୨୦ ଦିନ ପଦ୍ମପୁର ତହସିଲ କାର୍ଯ୍ୟାଳୟ କର୍ମଚାରୀ ମାନେ ବନୁପାଲି ଗ୍ରାମକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର କୁ ଅଟକାଇ ଧମକ ଭାଷାରେ ପଚାରି ଥିଲେ କେଉଁ ଠିକ୍ ବାଲି ନେଉଛ । କୁଲି ମଞ୍ଜୁରିଆ କହିଥିଲେ କି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ବାଲି ନେଉଛୁ । ଏତିକି ଶୁଣିବା ମାତ୍ରେ କର୍ମଚାରୀ ମାନେ ଉକ୍ଷିପ୍ତ ହୋଇ ଗାଳିଗୁଲଜ ମଧ୍ୟ କରିଥିଲେ । କାହାକୁ ପଚାରି ଡାଲି ଆଣୁଛ ବୋଲି ଛଅ ହଜାର ଟଙ୍କାରେ ଗୋଟିଏ ଟ୍ରାକ୍ଟରକୁ ପଟାଇ ବଟି ସୂତ୍ରରେ ଆଦାୟ କରିଥିଲେ । ଯଦି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗାଡି ଗୁଡା ଛାଡୁଛି ପଦ୍ମପୁର ତହସିଲଦାର । ଗରିବ ନୀରିହ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଆଣିଲେ ବାଲି ଧରୁଛି । ତା ହେଲେ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଗୃହ ବନ୍ଦ କରାଯିବ କି ? ଏହା ସାଧାରଣ ଜନତାଙ୍କ ପ୍ରଶ୍ନ । ବିନା ବାଲିରେ ଘର କରାଯାଇ ପାରେ କି ? ତହସିଲଦାର ମହୋଦୟା ଆପଣ ଲୁଚିକି ପାଣି ପିଇଲେ ବି ଆପଣ ଗଣ ମାଧ୍ୟମ ଦୃଷ୍ଟିରେ ଅଛନ୍ତି । ଜାଣି ଶୁଣି ହଇରାଣ ଲୋକଙ୍କୁ କରନ୍ତୁ ନାହିଁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: