Friday, March 29, 2024

Top 5 This Week

Related Posts

କାଶୀନଗରରେ ଲଷ୍ମୀ ବସ ସେବା ଆରମ୍ଭ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୦) : କାଶୀନଗର ବ୍ଲକ ଠାରେ ଗତକାଲି ଲଷ୍ମୀ ବସ ସେବା ଆରମ୍ଭ ହୋଇଛି ।

ଗତ କାଲି ସ୍ଥାନୀୟ ବ୍ଲକ ଅଫିସ ଠାରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ବାଲା ସାଇ ଆମ୍ମା ଜିଲ୍ଲା ପରିଷଦ ଏକ ନମ୍ବର ଓ ପ୍ରେସ କ୍ଲବ ର ସଦସ୍ୟ ଏସ ଏଚଜି ଗ୍ରୁପ, ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡିଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଥିଲା । ଲୋକ ମାନେ ଏହି ସେବା ପାଇଁ ବହୁତ ଖୁସି ପ୍ରକୋଟ କରିଛନ୍ତି ।

5 COMMENTS

Comments are closed.

Popular Articles