Thursday, March 28, 2024

Top 5 This Week

Related Posts

୫୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୦/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ପରିସରରେ ୫୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି lWhatsApp Image 2023-10-21 at 11.36.16

ଏହି କାର୍ଯ୍ୟକ୍ରମ ପେଣ୍ଡିଲି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗପାଳ ଗନ୍ତାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରେଣୁକା ଶବର ଓ ସମିତି ସଭ୍ୟା ସୁମଳା ଲିମାଙ୍କ ଦ୍ୱାରା ୫୮ ଜଣ ନୂତନ ହିତାଧିକାରୀଙ୍କୁ ସରକାରଙ୍କ ବିକଳାଙ୍ଗ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ ଗଙ୍ଗା ଗମାଙ୍ଗ, କୃପାସିନ୍ଧୁ ଶବର, ବୁଲା ଶବର, ଗୁପ୍ତ ବିଡ଼ିକା, ମକର ଧ୍ୱଜ କାଦାମ୍ବାଲୁ ସମେତ ସାଧାରଣ ଜନତା ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ଜେ.ଆର.ଏସ ବଳରାମ ପାଣିଗ୍ରାହୀ ପରିଚାଳନା କରିଥିଲେ l ଆଗାମୀ ଦିନରେ ଶତାଧିକ ବ୍ୟକ୍ତିଙ୍କୁ ଦ୍ୱତୀୟ ପର୍ଯ୍ୟୟରେ ପେନସନ ପ୍ରଦାନ କରାଯିବ ବୋଲି ସରପଞ୍ଚ ରେଣୁକା ଶବର ସୂଚନା ଦେଇଥିଲେ l

Popular Articles