Friday, October 23, 2020
Home District News ବୈପାରୀଗୁଡା ବନାଞ୍ଚଳ ପକ୍ଷରୁ ଦୁଇଟି ଅଟ ଓ ଗୋଟିଏ ପିକଅପ ଭେନ ସହ ୪୦୭ କାଠପଟl...

ବୈପାରୀଗୁଡା ବନାଞ୍ଚଳ ପକ୍ଷରୁ ଦୁଇଟି ଅଟ ଓ ଗୋଟିଏ ପିକଅପ ଭେନ ସହ ୪୦୭ କାଠପଟl ଜବତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା(୧୨/୧୦): ବୈପାରୀଗୁଡା ବନାଞ୍ଚଳ ପକ୍ଷରୁ ଗତ ତିନି ଦିନରେ ଦୁଇଟି ଅଟ ଏବଂ ଗୋଟିଏ ପିକଅପ ଭେନ ସହ ୪୦୭ଟି କାଠ ପଟା ଜବତ ଯୋଇଯାଇଛି l

ଜୟପୁର ଡ଼ିଏଫଓ ଏନଏସଯେପି ସିଂ ଙ୍କ ନିର୍ଦେଶ କ୍ରମେ ବୈପାରୀଗୁଡା ବନାଞ୍ଚଳ ଅଧିକରୀ ଦିବ୍ୟ ମାଧୁରୀ ସେଠିଙ୍କ ନେତୃତ୍ୱରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ ଚାଲିରହିଥିବା ବେଳେ ତିନିଟି ଗାଡି ସହ ୪୦୭ଟି କାଠପଟl ଜବତ ହୋଇଛି l ଗତ ୧୦/୧୦/୨୦ ତାରିଖ ରାତିରେ ଗୋଟିଏ ଅଟୋ ସହ ୨୦ଟି କାଠ ପଟା ଜବତ ହୋଇଥିବା ବେଳେ ତାପରଦିନ ରାତିରେ ୨୭ଟି କାଠ ପଟା ସହ ଗୋଟିଏ ଅଟୋ ଜବତ ହୋଇଛି l ସେହିପରି ଗତ କାଲି ରାତିରେ ଗୋଟିଏ ପିକଅପ ଭେନରେ ୧୫୦ଟି କାଠପଟା ଚୋରି ଚାଲାଣ ବେଳେ ପେଟ୍ରୋଲିଙ୍ଗ ଟିମ ହାତରେ ଧରାପଡିଛି l ପେଟ୍ରୋଲିଙ୍ଗ ସମୟରେ ଜୟପୁର ଡ଼ିଏଫଓ ସିଂ, ଏସିଏଫ ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ରେଞ୍ଜର ଦିବ୍ୟ ମାଧୁରୀ ସେଠି, ବନପାଳ ସଚିତl ନନ୍ଦ ପରିଡା, ଗଗନ ବିହାରୀ ପରିଡା ଏବଂ ପରା ଷ୍ଟାଫ ଉପସ୍ଥିତ ଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: