Advertisements
Sunday, July 5, 2020
Home Development ଭତ୍ତା ପାଇଁ ଦଣ୍ଡପାଣି ଗାଁ ବୃଦ୍ଧ ବୃଦ୍ଧା ବିଡ଼ିଓ ଙ୍କ ଦ୍ଵାରସ୍ଥ

ଭତ୍ତା ପାଇଁ ଦଣ୍ଡପାଣି ଗାଁ ବୃଦ୍ଧ ବୃଦ୍ଧା ବିଡ଼ିଓ ଙ୍କ ଦ୍ଵାରସ୍ଥ

ଲୋଇସିଂହା (ବିମଲେନ୍ଦୁ ସାହୁ): ଭତ୍ତା ଗଣ୍ଡାକ ପାଇଁ ଆଜି ଲୋଇସିଂହା ବ୍ଲକ ସୁଦୂର ଦଣ୍ଡପାଣି ଗ୍ରାମର ବୃଦ୍ଧ ବୃଦ୍ଧା ବିଡ଼ିଓ ଙ୍କ ନିକଟରେ ଫେରାଦ ହେବା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମତେ, ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ଦଣ୍ଡପାଣି ଗାଁ ପୂର୍ବରୁ ରତାଖଣ୍ଡି ପଂଚାୟତ ଅଧୀନରେ ଥିଲା । ଗତ ୨୦୧୬ ମସିହାରେ ପଂଚାୟତ ପୁନର୍ଗଠନ ହେବା ପରେ ତାହା ବାନିପାଳି ପଞ୍ଚାୟତ ଅଧୀନକୁ ଆସିବା ସହିତ ଗ୍ରାମର ବୃଦ୍ଧ ବୃଦ୍ଧାଙ୍କ ଦୁର୍ଦଶା ଆରମ୍ଭ ହେଲା । ଦାଣ୍ଡପାଣି ଗାଁ ଠାରୁ ରତାଖଣ୍ଡିର ଦୂରତା ୨ କିମି ଥିବାବେଳେ ବାନି ପାଳିର ଦୂରତ୍ୱ ୭ କିମି ରୁ ଅଧିକ । ପ୍ରତିବାଦରେ ଦଣ୍ଡପାଣି ଗ୍ରାମବାସୀ ଗତ ପଞ୍ଚାୟତ ନିର୍ବାଚନ କୁ ବର୍ଜ୍ଜନ କରିବା ସହିତ ୧୬.୦୮.୨୦୧୭ ରେ ଓଡିଶା ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ କୋୖଣସି ସୁଫଳ ପାଇ ନ ଥିଲେ । ଏପରିକି ଗ୍ରାମର ବୃଦ୍ଧ ବୃଦ୍ଧା, ବିଧବା ଏବଂ ବିକଳାଙ୍ଗ ବ୍ୟକ୍ତି ଗତ ୧୬ ମାସ ଧରି କୌଣସି ଭତ୍ତା ପାଇ ନାହାନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଏହାର ସମାଧାନ କରାନଗଲେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: