ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

0
47
ଚତୁର୍ଥ ମାସିକ କ୍ଲଷ୍ଟର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୦) : ଆଜି କାଶୀନଗର ବାରଣାସୀ ହାଇସ୍କୁଲ ଠାରେ ଏନଏସି ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-19 at 11.41.18 (1)

ଆଜି ଏନଏସି କ୍ଲଷ୍ଟର ରେ ଥିବା ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଶିକ୍ଷଣ ସାମଗ୍ରୀର ବ୍ୟବହାର, ଓ ଶ୍ରେଣୀକୁ ଅଧିକ ଆକୃଷ୍ଟ କରିପାରିବା ସେ ନେଇ ଆଲୋଚନା ହୋଇଥିଲା, ରାଜ୍ୟ ଶିକ୍ଷା ଅନୁସଧାନ ସର୍ଭେ ମହ୍ୟ ହେବ, ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଵିଷ୍ଣୁ ଦାସ, ଉଦଘାଟନ କରିଥିଲେ । ସିଆରସିସି ମଧୁକୁମାର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।