Friday, March 29, 2024

Top 5 This Week

Related Posts

ସାଇବର ସେଫଟି ପାଇଁ ସଚେତନ ରାଲି ଓ ଆଲୋଚନା ଚକ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୦) : ଆଜି କାଶୀନଗର ପୋଲିସ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ କିଲୋମିଟର ୱାକଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ସନ୍ଧ୍ୟାରେ କାଶୀନଗର ପୋଲିସ ପକ୍ଷରୁ ସାଇବର ସେଫଟି ନିମନ୍ତେ ଏକ ସଚେତନ ରାଲି ବରିଷ୍ଠ ନାଗରିକ ମାନଙ୍କୁ ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମିଳନୀ କକ୍ଷରେ ଆଲୋଚନା ସଭା ଅନୁଷ୍ଠିତ ହୋଉଯାଇଛି । ଏହି ସଭାରେ ସଭାପତି ଭାବେ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଯୋଗ ଦେଇଥିଲେ, ମୁଖ୍ୟ ଅତିଥିଭାବେ ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼, ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ବେଙ୍କ କର୍ମ ଚାରି ସୁବାସ ବିଶ୍ୱାସ ରାୟ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ପ୍ରରାମବିକ ସଂଗୀତ ଶ୍ରୀମତୀ ସାହୁ ଗାନ କରିଥିଲେ ।

Popular Articles