Friday, March 29, 2024

Top 5 This Week

Related Posts

ବାଇକ ଚୋରଙ୍କୁ ଧରିଲେ ମାଲିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୪/୧୦) : ବାଇକ ଚୋରଙ୍କୁ ଧରିଲେ ମାଲିକ । ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମର ଦୁଷ୍ମନ୍ତ ସାହୁ ନିଜ ମୋଟରସାଇକେଲକୁ ରାସ୍ତା ପାର୍ଶ୍ବରେ ଗଛମୂଳେ ରଖି ବିଲ କାମ କରୁଥିଲେ ।

କାମ ସାରି ଫେରିବା ପରେ ମୋଟରସାଇକେଲଟିକୁ ତିନି ଜଣ ଠେଲି ଠେଲି ନେଉଥିବା ଦେଖି ପାଟି କରିଥିଲେ । ତେବେ ଲୁଟେରାମାନେ ମୋଟରସାଇକେଲଟିକୁ ରାସ୍ତା କଡରେ ପକାଇ ଦୌଡି ପଳାଇଥିଲେ । ମାଲିକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଲୁଟେରାକୁ ନିଜ ହେଫାଜତକୁ ନେଇ ତଦନ୍ତ ଚଳାଇଛି ।

Popular Articles