ଦୁଇ ମୋବାଇଲ ଚୋର ଗିରଫ

0
64
ଦୁଇ ମୋବାଇଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୧୦) : ଗତ କାଲି ଅଲଡା ପଞ୍ଚାୟତର ମଞ୍ଜିଲି ଗୁଡାରେ ଦୁଇ ମୋବାଇଲ ଚୋରକୁ ଗ୍ରାମବାସୀ ଧରି ଆଣି ପୋଲିସରେ ଜିମା ଦେଇଛନ୍ତି ।

ଗତ କାଲି ଦିନ ଦ୍ବିପହର ରେ ନିର୍ମଲ ସିଂ, ଜିତୁ ସିଂ ନାମକ ଦୁଇ ମୋବାଇଲ ଚୋର ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ, ସେମାନେ ଏହି ଦୁଇଜଣକୁ ଧରି କାଶୀନଗର ପୋଲିସ କୁ ହସ୍ତାନ୍ତର କରିଛନ୍ତି, କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଏମାନ ଙ୍କୁ ୧୨୮/୨୩ରେ ମୋକଦ୍ଦମା କରି କୋର୍ଟ ଚାଲାଣ କରିଛନ୍ତି ।