କାଶୀନଗର ସହରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

3
50
କାଶୀନଗର ସହରରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୧୦) : ଆଜି କାଶୀନଗର ଏନ ଏ ସି ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ର୍ଷ, ଏନ ଏ ସି ଅଧ୍ୟାକ୍ଷା ଏମ ସୁଧାରାଣୀ, ଯୁବ ନେତା ଚିନୁ ବାବୁ, ଜିଲ୍ଲା ସମ୍ପାଦକ ଜ୍ୟୋତି ବାବୁ, ବୁଦୁରା ସରପଞ୍ଚ ସଞ୍ଜୟ ମିଶ୍ର, କେ ଜୀବ ରତ୍ନ, ମୁନା ସାହୁ ଉପାଧ୍ୟକ୍ଷ ରଘୁରାମ ସାହୁଙ୍କ ସହ ସମସ୍ତ କାଉନ ସିଲର, ହଜାର ହଜାର କର୍ମୀ ମାନେ ନବୀନ ବାବୁଙ୍କ ସ୍ଵଚ୍ଚ ଶାସନର ଗୁଣଗାନକରି ସହର ପରିକ୍ରମା କରିଥିଲେ ।

3 COMMENTS

Comments are closed.