କାଶୀନଗର ବିଡ଼ିଓ ଙ୍କୁ କୁନ୍ଦ୍ରା ବଦଳି, ଅନୁପ ହେବେ କାଶୀନଗର ବିଡ଼ିଓ

2
65
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୧୦) : ଗତ କାଲି ରାଜ୍ୟ ସରକାର କିଛି ବିଡ଼ିଓ ଙ୍କୁ ବଦଳି କରିଥିବା ଜଣା ପଡିଛି ।

ସେହି ତାଲିକା ପ୍ରକାରେ ଗଜପତି ଜିଲ୍ଲା କାଶୀନଗର ବିଡ଼ିଓ ଥିବା କପିଳେଶ୍ୱର ତାଣ୍ଡି ଙ୍କୁ କୁନ୍ଦ୍ରା ବଦଳି ହୋଇଥିବା ବେଳେ ଶ୍ରୀ ଅନୁପ କୁମାର ପଣ୍ଡାଙ୍କୁ କାଶୀନଗର ବଦଳି ହୋଇଛି ।

2 COMMENTS

Comments are closed.