Friday, August 7, 2020
Home Government News ବର୍ଷା ଯୋଗୁଁ ଚେନ୍ନାଇରେ ଜୀବନ ଯାତ୍ରା ଠପ୍-ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ -୧୦୫ଟି ରିଲିଫ୍ କ୍ୟାମ୍ପ

ବର୍ଷା ଯୋଗୁଁ ଚେନ୍ନାଇରେ ଜୀବନ ଯାତ୍ରା ଠପ୍-ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ -୧୦୫ଟି ରିଲିଫ୍ କ୍ୟାମ୍ପ

ଲଗାଣ ବର୍ଷାରେ ବେହାଲ୍ ଚେନ୍ନାଇ । ଅସ୍ତବ୍ୟସ୍ତ ହୋଇପଡ଼ିଛି ମହାନଗରୀ । ବର୍ଷା ଯୋଗୁଁ ଚେନ୍ନାଇରେ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ମହାନଗରୀର ଅଧିକାଂଶ ଅଂଚଳ ଏବେ ପାଣି ଘେରରେ । ଏଭଳି ସ୍ଥିତିରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ଯୋଗୁଁ ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ ରହିଛି । ଚେନ୍ନାଇରେ ୧୦୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ବର୍ଷାରେ ଏଯାଏଁ ୮ଜଣଙ୍କ ମୃତ୍ୟୁ ହେଲାଣି । ଅନେକଙ୍କ ଆହତ ହେବାର ଖବର ପହଁଚୁଛି । କିଛି ସ୍ଥାନରେ ମାଟି ଅତଡା ଖସିଥିବା ବେଳେ ମାଟି ଘର ଧୋଇଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: