କାଶୀନଗରରେ ସାମ୍ବାଦିକଙ୍କ ଦ୍ୱାରା ଖୋଲିଲା ନ୍ୟୂଜ ରୁମ

7
62
କାଶୀନଗରରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୧୦) : ଗତ କାଲି ସନ୍ଧ୍ୟାରେ ଏକ ନ୍ୟୂଜ ରୁମ କାଶୀନଗର ଠାରେ ଖୋଲା ଯାଇଛି । କାଶୀନଗର ପ୍ରେସ କ୍ଲବର ଯୁବ ସାମ୍ବାଦିକ ମାନଙ୍କ ଉଦ୍ୟମ ବଲରେ କାଶୀନଗର ଫୋରେଷ୍ଟ ଛକ ଠାରେ ଏକ ନ୍ୟୂଜ ରୁମକୁ କାଶୀନଗର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଉଦଘାଟନ କରିଛନ୍ତିWhatsApp Image 2023-10-05 at 12.34.22

ଏହି କାର୍ଯ୍ୟକ୍ରମରେ କବି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ ମିଶ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସକାଳର ପ୍ରତିନିଧି ଶ୍ରୀ ରାଜେଶ ମିଶାଲ, ସାମ୍ବାଦିକ ସିମାଞ୍ଚଳ ମହାରଣା, ଟୁନା ଚୌଧୁରୀ, ପୋଟନୁରୁ ମୁରଲୀ, ତମଡ଼ା କ୍ରିଷ୍ଣା ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ନ୍ୟୂଜ ରୁମର ଦାଇତ୍ୱରେ ସାମ୍ବାଦିକ ରାଜେଶ ମିଶାଲ ରହିବା ପାଇଁ ନିଷ୍ପତି ହେଲା । ପ୍ରତ୍ୟେକ ଦିନ ଏଠାରୁ ନ୍ୟୂଜ ଗୁଡିକ ସମ୍ପୃକ୍ତ ସାମ୍ବାଦିକ ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶାଲ ସୂଚନା ଦେଇଛନ୍ତି ।

7 COMMENTS

Comments are closed.